ସ୍ୱାମୀ ବିବେକାନନ୍ଦ: ହିନ୍ଦୁଧର୍ମ ସମ୍ପର୍କରେ ଚିନ୍ତାଧାରା (Swami Vivekananda: Ideas on Hinduism)
୧. ହିନ୍ଦୁଧର୍ମ ଏକ ବ୍ୟାପକ ଓ ସମାବେଶୀ ଧାର୍ମିକ ପରମ୍ପରା ୧୮୯୩ ମସିହାରେ ଚିକାଗୋଠାରେ ଆୟୋଜିତ ବିଶ୍ୱ ଧର୍ମ ସଂସଦରେ ପ୍ରଦତ୍ତ ନିଜର ହିନ୍ଦୁଧର୍ମ ସମ୍ପର୍କିତ ଭାଷଣରେ ବିବେକାନନ୍ଦ ହିନ୍ଦୁଧର୍ମକୁ ଏକ ବ୍ୟାପକ ଓ ବିଭିନ୍ନ ଦାର୍ଶନିକ ମତକୁ ସ୍ଥାନ ଦେଉଥିବା…
